କୃତହା Kṛutahā

  • ସଂ. ବିଣ. (କୃତ+ହନ ଧାତୁ+କ୍ୱିପ୍) — କୃତଘ୍ନ — Ungrateful
  • ସଂ. ବିଣ. (କୃତ+ହନ ଧାତୁ+କ୍ୱିପ୍) — କର୍ମବ୍ୟଙ୍ଗ କୃତହା ପୁରୁଷ ପରାୟେ ସେ ଅଶନି ହେଲା ହେ ଜାଣ ନରରାୟେ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।