କୂଳିଆ Kūḻiā

  • ଦେ. ବିଣ — କୂଳରେ ଅବସ୍ଥିତ; କୂଳରେ ଜାତ — Standing or growing on a bank
  • ଦେ. ବିଣ — କୂଳସମ୍ବନ୍ଧୀୟ — Relating to the shore
  • ଦେ. ବିଣ — [ଦ୍ର—ଏ ଶବ୍ଦ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ। ଯଥା— ନଈକୂଳିଆ, ପୋଖରୀକୂଳିଆ, ସମୁଦ୍ରକୂଳିଆ।]