କୂଜନ Kūjana

  • ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) — ଅବ୍ୟକ୍ତ ଧ୍ୱନି — Murmur
  • ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) — ଶଗଡ଼ଚକର କେଁକେଁ ଶଦ୍ଦ — Creaking of the wheels of a vehicle
  • ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) — ପକ୍ଷୀର ଧ୍ୱନି ବା ରାବ — Chirping of birds
  • ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) — କୋକିଳର କୁହୁକୁହୁ ରାବ — Cooing of the cuckoo
  • ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) — ଗଡ଼ଗଡ଼ ଶଦ୍ଦ — Rumbling; rattling sound