କୁଡ଼ୁକି Kuṟḍ̠uki

  • ଦେ. ବି—(ସଂ. କୁଡ଼ିକା) — ମାଟିର ଭୋଜନ ପାତ୍ର ବା ତାଟିଆ; ମାଟିର ଖୁରି — Earthen cup
  • ଦେ. ବି—(ସଂ. କୁଡ଼ିକା) — ଛୋଟହାଣ୍ଡି; ରନ୍ଧନପାତ୍ର — A small cooking pot made of earth
  • ଦେ. ବି—(ସଂ. କୁଡ଼ିକା) — ସୁନା କୁଡ଼ୁକିରେ ଟି କ୍ଷୀରୀ ଶୋଭା ପାଏ—କୃଷ୍ଣସିଂହ, ମହାଭାରତ, ଆଦିପର୍ବ