କୁଡ଼ିଆ Kuṟḍ̠iā
- ଦେ. ବି (ସଂ. କୁଟୀ) — କ୍ଷୁଦ୍ର ଗୃହ; କୁଟୀର — Hut
- ଦେ. ବି (ସଂ. କୁଟୀ) — ଦକ୍ଷିଣରେ ଗନ୍ଧର୍ବେ ଋଷି କୁଡ଼ିଆରେ— କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗପର୍ବ
- ଦେ. ବି (ସଂ. କୁଟୀ) — ପର୍ଣ୍ଣଶାଳା; ପତର କୁଡ଼ିଆ — Hovel; temporary shed made of twigs and leaves
- ପ୍ରାଦେ (ପୁରୀ) ବି — କୁଡ଼ୁଆ (ଦେଖ) — Kuṟḍ̠uā (See)