କୁହା Kuhā

  • ଦେ. ବି. (ସଂ. କଥ ଧାତୁ) — କହିବା; କଥନ — Speaking
  • ଦେ. ବି. (ସଂ. କଥ ଧାତୁ) — କଥା; ବାକ୍ୟ — Words; speech
  • ଦେ. ବି. (ସଂ. କଥ ଧାତୁ) — ଆଜ୍ଞା; ଉପଦେଶ — Advice; order
  • ଦେ. ବିଣ. ପୁଂ — (ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା— କଅଁଳ କୁହା)—କହିବା ବ୍ଯକ୍ତି — Speaking
  • ଦେ. ବିଣ. ପୁଂ — କଥିତ — Spoken
  • ଦେ. ବିଣ. ପୁଂ — ନୋହେ ତାଙ୍କ ପ୍ରତିଜ୍ଞା କୁହା। ଭଞ୍ଜ, ବୈଦେହୀଶବିଳାସ।