କୁହକ Kuhak
- ସଂ. ବି. (କୁହ ଧାତୁ=ବିସ୍ମୟ ଉତ୍ପାଦନ କରିବା+କର୍ତ୍ତୃ. ଅକ) — ଇନ୍ଦ୍ରଜାଲ; ଭେଳକି — Jugglery; magic; sorcery delusion
- ସଂ. ବି. (କୁହ ଧାତୁ=ବିସ୍ମୟ ଉତ୍ପାଦନ କରିବା+କର୍ତ୍ତୃ. ଅକ) — ପ୍ରତାରଣା; ଛଳ; ମାୟା — Deception; trickery
- ସଂ. ବିଣ — ଐନ୍ଦ୍ରଜାଲିକ — Juggler; magician
- ସଂ. ବିଣ — ପ୍ରତାରକ — Rogue; cheating; deceptive