କୁଶ Kuṡa
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — ଶ୍ରାଦ୍ଧତର୍ପଣାଦି ବୈଦିକ ଅନୁଷ୍ଠାନରେ ବ୍ଯବହୁତ ହେଉଥିବା ଏକପ୍ରକାର ତୃଣ — A species of grass used in the performance of religious ceremonies Eragrostis Cynosuroides; Poa Cynosuroides
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — [ଦ୍ର—ଏହା ଦୁଇ ପ୍ରକାର; ଯଥା—ଶ୍ୱେତ ଓ କୃଷ୍ଣ।]
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — ପୁରାଣୋକ୍ତ ଦ୍ୱୀପବିଶେଷ; କୁଶଦ୍ୱୀପ — One of the 7 islands making up the world (as described by the ancient Hindus)
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — ଲଙ୍ଗଳର ଈଷକୁ ଯୁଆଳି ସଙ୍ଗେ ବାନ୍ଧିବା ପାଇଁ ବ୍ଯବହୃତ କୁଶଦଉଡ଼ି — A rope of Kuṡa grass to tie the beam or pole of a plough with the yoke
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — ଜଳ — Water
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — — 1ଓ4ଅର୍ଥ—ବୁଡ଼ଣା କୁଶଅଗ୍ର କୁଶବିନ୍ଦୁରେ ସିନ୍ଧୁରେ ଯାହାକୁ ନୋହି, ଭଞ୍ଜ, ବୈଦହୀଶବିଳାସ
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — ଶ୍ରୀରାମଙ୍କର ବଡ଼ ପୁଅ — Name of the elder of the twin sons of Rāmachandra
- ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ. ଅ; ଯାହାକୁ ପାରି ପୃଥିବୀରେ ଶୟନ କରାଯାଏ — [ଦ୍ର—ଏ ସୀତାଙ୍କ ଯମଜ ପୁତ୍ର ମଧ୍ୟରୁ ପ୍ରଥମେ ଭୂମିଷ୍ଠ ହୋଇ ବାଲ୍ମୀକିଙ୍କ ତପୋବନରେ ବଢ଼ି ବାଲ୍ମିକୀଙ୍କଠାରୁ ଶିକ୍ଷା ପାଇଥିଲେ। ରାମ ଏହାଙ୍କୁ କୁଶାବତୀ ନଗରୀର ରାଜା କରି ଦେଇଥିଲେ, କିନ୍ତୁ ପରେ ଏ ଅଯୋଧ୍ୟାକୁ ଫେରି ଆସିଥିଲେ।]
- ସଂ. ବିଣ — ମତ୍ତ — maddened
- ସଂ. ବିଣ — ହୀନ; ଖଳ — Wicked; vile; depraved
- ସଂ. ବିଣ — ମାତାଳ୍ — intoxicated; inebritated
- ସଂ. ବିଣ — ପାପିଷ୍ଠ — Sinful; depraved