କୁଶପ Kuṡapa

  • ସଂ. ବି. (କୁଶ=ଜଳ+ପା ଧାତୁ+ଅଧିକରଣ. ଅ) — ଜଳପାନପାତ୍ର; ପାଣି ଗିଲାସ — Goblet; a drinking glass