କୁଶଜ Kuṡaja

  • ସଂ. ବି. (କୁଶ=ଜଳ+ଜନ ଧାତୁ+କର୍ତ୍ତୃ. ଅ) — ପଦ୍ମ — Lotus
  • ସଂ. ବି. (କୁଶ=ଜଳ+ଜନ ଧାତୁ+କର୍ତ୍ତୃ. ଅ) — ସଜଡ଼ା ଶେଯ ବୋଇଲେ ନ ପାରଇଁ କହି ଲୁଆଇଁ ମୁଖକୁଶଜ। ଭଞ୍ଜ, ପ୍ରେମସୁଧାନିଧି।