କୁଳିକ Kuḻika

  • ସଂ. ବିଣ. ପୁଂ. (କୁଳ+ଇକ) — ସତ୍କୁଳପ୍ରସୂତ — Of good family
  • ସଂ. ବି — ସଗୋତ୍ର ବ୍ଯକ୍ତି; ଜ୍ଞାତି — Kinsman
  • ସଂ. ବି — ହାଟୁଆଙ୍କ ଜାତିର ସରଦାର୍ — The chief or headman of a caste-guild. (M.W.)
  • ସଂ. ବି — ସଦ୍ବଂଶୀୟ ଶିଳ୍ପୀ — Any artisan of eminent birth. (M.W.)
  • ସଂ. ବି — ଶିକାରୀ; ବାଣୁଆ — A hunter. (M.W.)
  • ସଂ. ବି — କଣ୍ଟକୀ ଗୁଳ୍ମବିଶେଷ; କୋକିଳାକ୍ଷ; କୋଇଲେଖାଗୁଳ୍ମ — A thorny plant; Ruellia Longifolia. (M.W.)
  • ସଂ. ବି — କୁଳବାର; ମଙ୍ଗଳବାର ବା ଶୁକ୍ରବାର — Tuesday or Friday
  • ସଂ. ବି — ଅଷ୍ଟ ନାଗରାଜ ମଧ୍ୟରୁ ଏକତମ — One of the eight chiefs of the serpent race
  • ସଂ. ବି — [ଦ୍ର—ଏହାର ମସ୍ତକୋପରି ଅର୍ଦ୍ଧଚନ୍ଦ୍ର ଚିହ୍ନ ଓ ଏହାର ଦେହ ମାଟିଆ ବର୍ଣ୍ଣ।