କୁଳବରତ Kuḻabarata

  • ଗ୍ରା. (ପଦ୍ଯ) ବି. (ସଂ. କୁଳବ୍ରତ) — କୁଳବ୍ରତ (ଦେଖ) — Kuḻabrata (See)
  • ଗ୍ରା. (ପଦ୍ଯ) ବି. (ସଂ. କୁଳବ୍ରତ) — କି ନୀତି ବି ଜାତିଶୀଳ କି କୁଳବରତଫଳ ଠଉରି ପାରିଲା ମୋ ମତିରେ। କବିସୂର୍ଯ୍ୟ, କିଶୋରଚନ୍ଦ୍ରାନନ୍ଦଚମ୍ପୂ. କ. ଗୀତ।