କୁଲ୍ୟା Kulyā

  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — କୃତ୍ରିମ କ୍ଷୁଦ୍ରନଦୀ — Canal; artificial rivulet
  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — ଗଡ଼ଖାଇ; ପରିଖା — Ditch; moat; trench
  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — ପ୍ରବାହ — An artificial current
  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — କ୍ଷୁଦ୍ର ଖାତ — A ditch or small tank
  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — ପୟଃପ୍ରଣାଳୀ — Drainage
  • ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ଯ+ସ୍ତ୍ରୀ. ଆ) — କୁଳସ୍ତ୍ରୀ; ଭୁଆସୁଣୀ; କୁଳବଧୁ — A woman of respectable family