କୁରାଣ Kurāṇa

  • ବୈଦେ. ବି. (ଆ. କୁରାନ୍) — କୋରାନ୍; ମୁଷଲମାନ ଧର୍ମଶାସ୍ତ୍ର — The Quoran
  • ବୈଦେ. ବି. (ଆ. କୁରାନ୍) — ଏଣେ ପଠଉଣୀ ତେଣେ ପଠାଣ କାଞ୍ଜିକି କହେଲେ ପଢ଼୍ କୁରାଣ। କାଞ୍ଜିଗୀତ।