କୁରରୀ Kurarī
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — ମାଟିଆ ଚିଲ — Fishing eagle; the Grey Kite
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — [ଦ୍ର—ଏମାନଙ୍କ ବୋବାଳି ଦୀର୍ଘ କ୍ରନ୍ଦନଧ୍ୱନି ପରି ଶୁଭେ।]
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — କ୍ରୌଞ୍ଚ ପକ୍ଷୀ — The Osprey
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — ଲୁଚି ଏକାକିନୀ କାହିଁ ଝୁରଇ କରୁଣେ କୁରରୀ କି ଦୁଃଖେ ତାହା ଜାଣେ ସେ ଦୁଃଖିନୀ। ରାଧାନାଥ, ମହାଯାତ୍ରା।
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — ତେଣ୍ଟେଇ ପକ୍ଷୀ (ହି. ଶବ୍ଦସାଗର) — The Lapwing
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — କପୋତୀ — She-dove
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — କୁରରୀ ପ୍ରାୟେ ଚିନ୍ତା ବିପତ୍ତି ଦହିଲା। ଭଞ୍ଜ, ପ୍ରେମସୁଧାନିଧି।
- ସଂ. ବି. ସ୍ତ୍ରୀ. (କୁରର+ସ୍ତ୍ରୀ. ଈ) — ମେଣ୍ଢୀ — Ewe