କୁମୁଦ Kumuda

  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ଶ୍ୱେତକଇଁ — White water-lily; Nymppea Lotus)
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ନାଲିକଇଁ — The red water-lily
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ରକ୍ତପଦ୍ମ — Red lotus
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ରୌପ୍ୟ — Silver
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ନୈର୍ଋତ କୋଣର ହସ୍ତୀ — The Elephant guarding the south east
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ବାନରବିଶେଷ (ରାମାୟଣ ବର୍ଣ୍ଣିତ ବାନର ଯୂଥପତି) — A species of apes
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ବିକାଶେ କୁମୁଦ ରାମଚନ୍ଦ୍ର ସହଜରେ—ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ସର୍ପବିଶେଷ — A kind of serpent
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ନାଗବିଶେଷ — Name of a mythological Nāga
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — [ଦ୍ର—ଏହାଙ୍କର ଭଗ୍ନୀ କୁମୁଦବତୀଙ୍କୁ ରାମଚନ୍ଦ୍ରଙ୍କ ପୁଅ କୁଶ ବିବାହ କରିଥିଲେ।]
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — ଗରୁଡ଼ ପୁତ୍ର — The son of Garuṟḍ̠a
  • ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) — କାର୍ତ୍ତିକମାସ — The month of Kārttika