କୁପଥ Kupatha

  • ସଂ. ବି. (କୁ+ପଥ) — ଅବାଟ; ଦୁର୍ଗମପଥ — A bad road
  • ସଂ. ବି. (କୁ+ପଥ) — ନିନ୍ଦିତ କାର୍ଯ୍ୟ; ମନ୍ଦ କାର୍ଯ୍ୟ — Evil ways
  • ସଂ. ବି. (କୁ+ପଥ) — ଅସଦାଚରଣ — Bad conduct