କୁଦୋ Kudo

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଦ୍ରବ) — କୋଦୁଅ; ମାଣ୍ଡିଆ ଜାତୀୟ ଶସ୍ୟବିଶେଷ — A sort of grain; Paspalum Scrobiculatum
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଦ୍ରବ) — [ଦ୍ର—ସମ୍ବଲପୁରର ଗୋଟିଏ ଗ୍ରାମର ନାମ କୁଦୋପାଲି।]