କୁଣ୍ଢାଇ Kuṇḍhāi
- ଦେ. ବି. (ସଂ. ଗୁଡ଼=ଖେଳିବା ପେଣ୍ଢୁ) — କଣ୍ଢାଇ; ପିଲାମାନଙ୍କର ଖେଳିବା ପିତୁଳା; ପ୍ରତିମା — Infant's doll; puppet
- ଦେ. ବି. (ସଂ. ଗୁଡ଼=ଖେଳିବା ପେଣ୍ଢୁ) — କାଠର କୁଣ୍ଢାଇଟିମାନଙ୍କୁ ନର୍ତ୍ତକ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. (ସଂ. ଗୁଡ଼=ଖେଳିବା ପେଣ୍ଢୁ) — ଅତି ସୁନ୍ଦର କୁଣ୍ଢେଇ ପରି ମନୋହର ଶିଶୁ — A charming tiny infant looking like a doll