କୁଆଡ଼ Kuāṟḍ̠a
- ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) — କେଉଁ ଆଡ଼; କେଉଁ ଦିଗ — Which side or direction
- ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) — ଅନିଶ୍ଚିତ ଦିଗ ବା ଦେଶ — Uncertain side or country
- ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) — କେଉଁ ଅଞ୍ଚଳ ବା ଦେଶ — Which country
- ଗ୍ରା. ବି. (ସଂ. ବି. ଓ ଅର୍ଦ୍ଧ) — [ଦ୍ର—ଏହି ଶବ୍ଦର 2 ୟା ବିଭକ୍ତିରେ କୁଆଡ଼ିକୁ, 5 ମୀରେ କୁଆଡ଼ୁ; କୁଆଡ଼ରୁ, 6 ଷ୍ଠୀରେ କୁଆଡ଼ର, 7 ମୀରେ କୁଆଡ଼େ ପଦମାନ ନିଷ୍ପନ୍ନ ହୁଏ।] — [ଦ୍ର—ଏହି ଶବ୍ଦର2ୟା ବିଭକ୍ତିରେ କୁଆଡ଼ିକୁ,5ମୀରେ କୁଆଡ଼ୁ; କୁଆଡ଼ରୁ,6ଷ୍ଠୀରେ କୁଆଡ଼ର,7ମୀରେ କୁଆଡ଼େ ପଦମାନ ନିଷ୍ପନ୍ନ ହୁଏ]
- ଗ୍ରା. ବିଣ — କୁଆଡ଼ିକା (ଦେଖ) — Kuāṟḍ̠ikā (See)