କୀଟମଣି Kīṭamaṇi

  • ସଂ. ବି. (ମଣି ପରି ଦେଖାଯିବା କୀଟ; ପୂର୍ବନିପାତ) — ଖଦ୍ୟୋତ; ଜୁଳୁଜୁଳିଆ ପୋକ (ହି. ଶବ୍ଦସାଗର) — Fire-fly