କିସ୍ Kis

  • ବୈଦେ. ବି.—(ଇଂ. କିସ୍ସ୍) — ଚୁମ୍ବନ; ବୁକ; ବୋକ — Kiss
  • ଦେ. ସର୍ବନାମ — କିସ (ଦେଖ) — Kisa (See)
  • ଦେ. ସର୍ବନାମ — କଥାଟିଏ କହୁଁ, କଥାଟିଏ କହୁଁ, କିସ୍ କଥା ବେଙ୍ଗ ମଥା। କାହାଣୀର ଆଦ୍ୟ ଗୀତ।