କିକରି Kikari

  • ଦେ. ଅ — କିପରି; କିରୂପେ — How; in what manner
  • ଦେ. ଅ — କାମ କରିବି କିକରି ଯେ ମୋ ପ୍ରାଣେଶ୍ୱର। ଭଞ୍ଜ, କୋଟୀବହ୍ମାଣ୍ତସୁନ୍ଦରୀ—