କାରବୀ Kārabī

  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — ହିଙ୍ଗୁପର୍ଣ୍ଣୀ — The Asafoetida plant or its leaf (M.W.)
  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — ମୟୂରଶିଖା; ରୁଦ୍ରଜଟାଗୁଳ୍ମ — A plant; Celosia Crestata (M.W.)
  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — ସଉପ — A kind of anise; Anethum Sowa
  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — କଳାଜୀରା — Nigella Indica
  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — ଲାଉ ପରି ଏକପ୍ରକାର ଫଳ — A small kind of gourd (M.W.)
  • ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) — ଛୋଟ କଲରା (ପ୍ରକୃତିବାଦ) — A small variety of Memordica Charantia