କାଣ୍ଡୀ Kāṇḍī

  • ସଂ. ବିଣ. (କାଣ୍ଡ=ଶର+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — କାଣ୍ଡ ବା ଶର ପ୍ରୟୋଗରେ ବିଚକ୍ଷଣ — Expert in archery
  • ସଂ. ବିଣ. (କାଣ୍ଡ=ଶର+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — ଦୁର୍ଯ୍ୟୋଧନ ରଜା ଅଟନ୍ତି ବଡ଼ କାଣ୍ଡୀ ବିନ୍ଧିଲେ ମୃଗଙ୍କ ଗଳିଲା ଗଣ୍ଡିହାଣ୍ଡି। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ଜାହାଜିଆ ଶବ୍ଦ; ସଂ. କାଣ୍ଡ) — ଲଙ୍ଗରର ମଝିଅଂଶ — The straight middle portion or of an anchor shank