କାଠରା Kāṭharā

  • ଦେ. ବି — କାଠରେ ଜିନିଷ ପ୍ରସ୍ତୁତ କରିବା ବ୍ଯକ୍ତି; ବଢ଼େଇ — Cabinet maker; Carpenter
  • ପ୍ରାଦେ. (ସମ୍ବଲପୁର) ବି (ସଂ. କାଷ୍ଠହର; ତୁଳ. ବଂ କାଠରିୟା) — କାଠୁରିୟା; ଯେ କାଠ ହାଣେ — Wood cutter