କାଗଜା Kāgajā

  • ଦେ. ବି. — (ଏହାର ଚୋପା କାଗଜ ପରି ପତଳା ଥିବାରୁ)— ଲେମ୍ବୁଜାତୀୟ ଖଟା ଫଳବିଶେଷ; ଅଣ୍ଡାକୃତି କାଗଜଫଳ — A kind of lime fruit
  • ଦେ. ବି. — ଏକଜାତୀୟ ଧଳା ପାରା — A kind of white pigeon