କଷ୍ଟି Kashṭi
- ସଂ. ବି (କଷ ଧାତୁ+ଭାବ. ତି) — (ସୁନା ପ୍ରଭୃତି) କଷିବା; ପରୀକ୍ଷା କରିବା — Testive of gold
- ସଂ. ବି (କଷ ଧାତୁ+ଭାବ. ତି) — (+ ଅଧିକରଣ. ତି) ସୁନା ପରୀକ୍ଷା କରିବାର ପଥର — Touchstone
- ସଂ. ବି (କଷ ଧାତୁ+ଭାବ. ତି) — [ଦ୍ର—ଏ ପଥର ଉପରେ ସୁନାର ଗାର ପକାଇଲେ ସେହି ଗାରର ବର୍ଣ୍ଣରୁ ସୁନାର ପ୍ରକାର ଅନୁମିତ ହୁଏ।]