କଳ Kaḻa
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଅବ୍ୟକ୍ତ ମଧୁର ଧ୍ୱନି — Low musical sound
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଧୀର ଅବ୍ୟକ୍ତ ଶବ୍ଦ — Low soft note
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଭ୍ରମରାଦିର ଗୁଣୁଗୁଣୁ ଶବ୍ଦ — Humming; buzzing sound
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଜଳସ୍ରୋତର ଅବ୍ୟକ୍ତ ମଧୁର ଧ୍ୱନି — Slightly audible musical sound of flowing water
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଶାଳ ବୃକ୍ଷ; ଶାଳୁଆ ଗଛ — The Ṡāḻa tree; Shorea Rabusta
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଶୁକ୍ର — Seman virile
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — ଅଙ୍କୁର; ଗଜା — Tender shoots of plants; sprout
- ସଂ. ବି. (କଳ ଧାତୁ=ଶବ୍ଦ କରିବା; ଗଣିବା+ଭାବ. ଅ) — (+କର୍ମ. ଅ)—ଅଜୀର୍ଣ୍ଣ — Indigestion
- ଦେ. ବି. (ସଂ. କଳା) — ଯନ୍ତ୍ର — Machine; engine
- ଦେ. ବି. (ସଂ. କଳା) — କୌଶଳ — Tactics; stratagem
- ଦେ. ବି. (ସଂ. କଳା) — ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ, ହୃଦୟରୁ ଯିବୁ କରି କେଉଁ କଳ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି. (ସଂ. କଳା) — (ସଂ. କବଳ)— ଗ୍ରାସ; ଥରେ ପାଟିରେ ଯେତେ ଖାଦ୍ୟ ବା ଜଳ ସମ୍ଭାଏ — A mounthful of food or water