କଳ୍ପନା Kaḻpanā
- ସଂ. ବି. (କଳ୍ପନ+ ଆ) — କଳ୍ପନା (ଦେଖ) — Kaḻpana (See)
- ସଂ. ବି. (କଳ୍ପନ+ ଆ) — ରଚନା (ଅମରକୋଷ) — Compostion
- ସଂ. ବି. (କଳ୍ପନ+ ଆ) — (ଯଥା—ପ୍ରବନ୍ଧ କଳ୍ପନା।)
- ଦେ. ବି. (ସଂ. କାର୍ପଣ୍ୟ) — ମନର ଅସନ୍ତୋଷ — Dissatisfaction
- ଦେ. ବି. (ସଂ. କାର୍ପଣ୍ୟ) — କୌଣସି ପଦାର୍ଥ ଦାନ କରିବା ସମୟରେ ମନର ଅସ୍ୱଛତା — Want of frankness or sincerity while giving away a thing
- ଦେ. ବି. (ସଂ. କାର୍ପଣ୍ୟ) — ବାସନା; କାମନା — Desire
- ଦେ. ବି. (ସଂ. କାର୍ପଣ୍ୟ) — ଅନ୍ଯ କଳ୍ପନା ନାହିଁ ମୋର, ଯାର ପ୍ରସନ୍ନେ ଭବୁଁ ପାର। ଜଗନ୍ନାଥ, ଭାଗବତ।