କଳାକର Kaḻākara

  • ସଂ. ବି. ( 6 ଷ୍ଠୀ ତତ୍ କଳା=ଚନ୍ଦ୍ରଙ୍କ କଳା+ଆକର=ସ୍ଥାନ; ଆଧାର) — ଚନ୍ଦ୍ର — Moon (having phases)
  • ସଂ. ବି. ( 6 ଷ୍ଠୀ ତତ୍ କଳା=ଚନ୍ଦ୍ରଙ୍କ କଳା+ଆକର=ସ୍ଥାନ; ଆଧାର) — କି ମୋହଲ ଲୀଳା ଧରି କୋଟି କଳାକାର ଶିରୀ ପୂରିଛି ସେ ଶ୍ୟାମ ମୂରତିରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ।