କଳବଶ Kaḻabaṡa

  • ଦେ. ବିଣ. — ଯନ୍ତ୍ରଚାଳିତ — Worked by machinery
  • ଦେ. ବିଣ. — ବିଶ୍ୱକର୍ମାକୃତ କୃତ୍ରିମ ପୁତ୍ରୀଙ୍କ କଳବଶ—ଭଞ୍ଜ, ବୈଦେହୀଶବିଳାସ।