କଳଙ୍କ Kaḻaṅka
- ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) — ଚିହ୍ନ; ଦାଗ — A spot or mark
- ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) — ଦୁର୍ଗୁଣ; ଦୋଷ — Blemish; defect
- ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) — ଧାତୁପାତ୍ରାଦିର କାଳକ୍ରମଜନିତ ମଳିନତା — A stain on metal
- ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) — ଦୁର୍ନାମ; ଅଖ୍ୟାତି; ଅପଯଶ — Scandal; stigma
- ସଂ. ବି. (କ=ବ୍ରହ୍ମା; ସୁଖ+ଲଙ୍କ ଧାତୁ=ମିଳନ କରିବା କର୍ତ୍ତୃ. ଅ; କିମ୍ବା କଳ ଧାତୁ=କଳନା କରିବା +କର୍ମ. ଅଙ୍କ) — ବାୟୁର ରାସାୟନିକ ପ୍ରକ୍ରିୟାଦ୍ୱାରା ଧାତୁ ଉପରେ ଜନ୍ମିବା ମଳ; କଳଙ୍କି — Rust on metals due to chemical action of the air