କଲନ୍ଦର୍ Kalandar

  • ବୈଦେ. ବି. (ଆ. କଲନ୍ଦର୍) — ଏକ ଶ୍ରେଣୀୟ ମୁସଲ୍ମାନ୍ ଫକୀର ବା ସନ୍ନ୍ୟାସୀ; ମୁଣ୍ଡିତମସ୍ତକ ମୁସଲ୍ମାନ୍ ସନ୍ନ୍ୟାସୀ; ପୀର — A mahomedan ascetic
  • ବୈଦେ. ବି. (ଆ. କଲନ୍ଦର୍) — ବର୍ଣ୍ଣସଂକର ଜାତୀବିଶେଷ — Name of a halfblood people
  • ବୈଦେ. ବି. (ଆ. କଲନ୍ଦର୍) — ସର୍ବସ୍ୱ ଦାନକାରୀ ବ୍ଯକ୍ତି — A person who has given away every thing he has