କମଳି Kamaḻi
- ଗ୍ରା. ବି. ସ୍ତ୍ରୀ (ସଂ. କମଳା) — ଲକ୍ଷ୍ମୀ — Lakshmī
- ଗ୍ରା. ବି. ସ୍ତ୍ରୀ (ସଂ. କମଳା) — କମଳାର ଡାକ ନାମ — Name for calling a woman named Kamaḻā
- ଗ୍ରା. ବି. ସ୍ତ୍ରୀ (ସଂ. କମଳା) — [ଦ୍ର—କମ୍ବଳ ଅର୍ଥରେ 'କମଳି' ଶଦ୍ଦର ସ୍ୱତନ୍ତ୍ର ବ୍ଯବହାର ନାହିଁ କିନ୍ତୁ 'ଅମଳି କମଳି' ଶଦ୍ଦରେ 'କମଳି'ର ବ୍ଯବହାର 'କମ୍ବଳ' ଅର୍ଥରେ ହୁଏ।]