କମରି Kamari
- ବୈଦେ. ବି (ଫା) — ଅଣ୍ଟାଧରା ବେମାରି — Lumbago
- ବୈଦେ. ବି (ଫା) — ଅଣ୍ଟାଦରଜ ରୋଗ — Pain in the loins
- ଦେ. ବିଣ — ଯାହାର ଅଣ୍ଟା ଦରଜଗମ୍ ହୋଇଅଛି ବା ଯାହାର ଅଣ୍ଟାର ହାଡ଼ ଭାଙ୍ଗି ଯାଇଅଛି (ଘୋଡ଼ା) — (horse) Attacked with lumbago or suffering from sprain in the loins
- ଦେ. ବିଣ — ପିଠିରେ କମ୍ଜୋର୍ ଥିବା ଘୋଡ଼ା [ଏ ଘୋଡ଼ା ବହୁତ ସମୟ ପିଠିରେ ବୋଝ ବା ସବାର୍କୁ ବୁହାଇ ପାରେ ନାହିଁ ଏବଂ ଥରକୁ ଥର ପିଠିକୁ କମ୍ପାଏ। ଏପରି ଘୋଡ଼ା ଅଏବୀ ବୋଲି ଧରା ଯାଆନ୍ତି। ହି. ଶବ୍ଦସାଗର] — A horse with a weak back
- ଦେ. ବିଣ — ଛୋଟ ଫତେଇ (ଏହା ଅଣ୍ଟା ପର୍ଯ୍ୟନ୍ତ ଲମ୍ବି ଥାଏ) — Waist-coat; jacket