କଫ Kapha

  • ସଂ. ବି. (କ=ଜଳ+ଫଳ୍ ଧାତୁ=ନିଷ୍ପନ୍ନ ହେବା+କର୍ତ୍ତୃ. ଅ) — ଶ୍ଳେଷ୍ମା; ଶରୀରସ୍ଥ ନାଳୁଆ ଧାତୁବିଶେଷ — Phlegm; one of the three humours of the body
  • ସଂ. ବି. (କ=ଜଳ+ଫଳ୍ ଧାତୁ=ନିଷ୍ପନ୍ନ ହେବା+କର୍ତ୍ତୃ. ଅ) — ଶର୍ଦ୍ଦି — Cold; catarrh
  • ସଂ. ବି. (କ=ଜଳ+ଫଳ୍ ଧାତୁ=ନିଷ୍ପନ୍ନ ହେବା+କର୍ତ୍ତୃ. ଅ) — ଶର୍ଦ୍ଦି ଯୋଗୁଁ ଉତ୍ପନ୍ନ ଗାଢ଼ ଶ୍ଳେଷ୍ମା — Spittle or mucus due to cold