କନ୍ଧ Kandha
- ଦେ. ବି — ବଣୁଆ ଜାତିବିଶେଷ — The Khonds; a wild tribe inhabiting the States of Oṟḍ̠iṡā
- ଦେ. ବି — [ଦ୍ର—ଅନାର୍ଯ୍ୟଭାଷାରେ ଏହାର ଅର୍ଥ ପାହାଡ଼ରେ ବାସ କରିବା ବ୍ଯକ୍ତି — A mountaineer.ବିଶାଖାପାଟଣା ଜିଲ୍ଲା ଓ ମାଳ, ଗଞ୍ଜାମ ମାଳର ପ୍ରାନ୍ତ, ଅନୁଗୁଳ, କନ୍ଦମାଳ, ଘୁମୁସର, ଦଶ— ପଲା, ବୋଦ, କଳାହାଣ୍ଡି ଓ ନୂଆଗଡ଼ରେ ଏମାନେ ବାସ କରନ୍ତି1920ସାଲ ସେନ୍ସସ୍ରେ ମାନ୍ଦ୍ରାଜ ଓ ବିହାର—ଓଡ଼ିଶା ଗଡ଼— ଜାତରେ ଏମାନଙ୍କ ସଂଖ୍ୟା ଛଅ ଲକ୍ଷ ଥିଲା ଏଥିମଧ୍ୟରୁ ପ୍ରାୟ ପାଞ୍ଚ ଲକ୍ଷ ହିନ୍ଦୁଧର୍ମ ଅବଲମ୍ବନ କରି କଥାରେ ଓ ଦଲୀଲରେ ଓଡ଼ିଆ— ଭାଷା ବ୍ଯବହାର କରନ୍ତି ଏବଂ ଓଡ଼ିଆଙ୍କୁ ପୁରୋହିତ କରନ୍ତି ଏମାନେ ମାଙ୍କଡ଼ଖିଆ, ଲଙ୍ଗୁଳି, ଶିଅଳ, ଜାନି ଓ ଦେଶୁଆ—ଏହି ପାଞ୍ଚ ଶ୍ରେଣୀରେ ବିଭକ୍ତ]
- ଦେ. ବି — ଗ୍ରୀବା; କାନ୍ଧ; ସ୍କନ୍ଧଦେଶ — The shoulders
- ଦେ. ବି — ନିକଟ ହେଲାଣି ସେ ସ୍ଥାନ, କନ୍ଧରେ ବସ ଗୋ ବହନ। ଭୂପତି—ପ୍ରେମପଞ୍ଚାମୃତ।