କନାଟ Kanāṭa

  • ବୈଦେ. ବିଣ.—(ତୁରଷ୍କ—କନାତ୍=ତମ୍ବୁର ଲୁଗା—ବାଡ଼) — ବସ୍ତ୍ରନିର୍ମିତ — Made of cloth
  • ବୈଦେ. ବି. — କନାଟବାଡ଼ (ଦେଖ) — Kanāṭabāṟḍ̠a (See)
  • ବୈଦେ. ବି. — ଗାଡ଼ି ଘୋଡ଼ା ଓଟ ପାଲିଙ୍କି କନାଟ ତମ୍ବୁ ଶାଲ ବନାଉତ। ବ୍ରଜନାଥ. ସମରତରଙ୍ଗ।