କନକ Kanaka
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ସୁବର୍ଣ୍ଣ; ସୁନା — Gold
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ପଲାଶ ଗଛ — Butea Frondosa (tree)
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ନାଗେଶ୍ୱର ଗଛ — The Indian Rose chestnut
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଧାତୁରା ଗଛ — The Thorn-apple plant
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — କଞ୍ଚନ ଗଛ—(ଦେଖ) — Kan̄chana tree (See)
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଚମ୍ପା ଗଛ — The Champaka tree
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଚମ୍ପାଫୁଲ — The Champaka (yellow) flower
- ଦେ. ବି — କନକବତୀ ନାମ୍ନୀ ସ୍ତ୍ରୀର ଡାକନାମ — A name for calling females named Kanakabatī
- ଦେ. ବିଣ — ଶ୍ରେଷ୍ଠ; ଉତ୍କୃଷ୍ଟ — Excellent
- ଦେ. ବିଣ — ଦୀପ୍ତିଶୀଳ — Bright; shining
- ଦେ. ବିଣ — ବାଳିକା କନକକାନ୍ତି କନକ କନକ, ବାଳିକା କନକ କାନ୍ତି କନକ କନକ—ଭଞ୍ଜ, ବୈଦେହୀଶବିଳାସ।