କତ୍ତୃଣ Kattṛuṇa
- ସଂ. ବି. (କୁ+ତୃଣ; କୁ ସ୍ଥାନରେ କତ୍ ଆଦେଶ) — ଧନିତ୍ରୀ; ରାମକପୁରା; ସୁଗନ୍ଧ ତୃଣବିଶେଷ — A kind of scented grass; Ansropogen Schoenanthes
- ସଂ. ବି. (କୁ+ତୃଣ; କୁ ସ୍ଥାନରେ କତ୍ ଆଦେଶ) — [ଦ୍ର—ଏହା ବୁଦା ବୁଦା ହୋଇ ତିନି ଚାରି ହାତ ବଢ଼େ। ଏହାର ପତ୍ର ସୁଗନ୍ଧ। ଏହା କଷାୟ. ତିକ୍ତରସ ଓ କଟୁବିପାକ; ଏହା ହୃଦ୍ରୋଗ, କଣ୍ଠରୋଗ, ପିତ୍ତ, ରକ୍ତଦୋଷ, ଶୂଳ, କାଶ, କଫ ଓ ଜ୍ୱରନାଶକ। ବିଶେଷତଃ ଗୋରୁ— ମାନଙ୍କର ଯାବତୀୟ ଉଦର ରୋଗର ଏହା ପ୍ରଧାନ ଔଷଧ।]