କଣ Kaṇa
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ବସ୍ତୁର ଅତ୍ୟଳ୍ପ ଅଂଶ; ଲବ; ବିନ୍ଦୁ — A particle
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ନିଶା ରମଣ କର—କଳିକା କଣ ତୋର, ହୋଇଯିବ କଳ୍ପାନ୍ତ କାଳ ଖରା— କବିସୂର୍ଯ୍ୟ, କିଶୋରୀଚମ୍ପୂ ନ ଗୀତ।
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ରେଣୁ; ଗୁଣ୍ଡ — A grain of dust; pollen
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ଶସ୍ୟର କ୍ଷୁଦ୍ରାଂଶ ବା କଣୀ; ଖୁଦ — Small particles of grain
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — (ଅଗ୍ନି) ସ୍ଫୁଲିଙ୍ଗ — Spark (of fire)
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — (ଜଳ) ବିନ୍ଦୁ; ଟୋପା — Drop (of water)
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ଅରଣ୍ୟକୀରକ; ବଣଜୀରା — Wild cumin seed; purple fleabane
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — କୁମ୍ଭୀର ମକ୍ଷିକା — A kind of fly
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ଭଗ୍ନାଂଶ — Fraction
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ପଦ ନଖ କୋଣ କଣକୁ, ରସବତୀ ମଣି ପଣକୁ, ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଭଶନା। କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ଅଣୁ — Atom
- ସଂ. ବି. (କଣ ଧାତୁ=ସଂକ୍ଷେପ କରିବା+କର୍ମ ଅ.) — ପିପ୍ପଳୀ — Long pepper. (M.W.)