କଣ୍ୱ Kaṇwa
- ସଂ. ବି. (କଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ବ) — ଶକୁନ୍ତଳାଙ୍କ ପାଳକ ପିତା ମୁନିବିଶେଷ — A sage; the foster-father of Sakuntaḻā
- ସଂ. ବି. (କଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ବ) — ପାପ — sin
- ସଂ. ବି. (କଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ବ) — ତଣ୍ଡୂଳରେ ପ୍ରସ୍ତୁତ ସୁରାର ବୀଜବିଶେଷ; ବାଖର — Yeast