କଣାଦ Kaṇāda

  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — ବୈଶେଷିକ ଦର୍ଶନ ପ୍ରଣେତା ଋଷିବିଶେଷ — A sage; founder of the Ba̲i̱ṡeshika system of Hindu philosophy
  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — କାଶ୍ୟପ ଋଷି — Sage Kāṡyapa
  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — ସ୍ୱର୍ଣ୍ଣକାର; ବଣିଆ — Goldsmith
  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — [ଦ୍ର—ସ୍ୱର୍ଣ୍ଣକାର ବା ସୁନାରି ବଣିଆ ସୁନା ପ୍ରଭୃତି ମୂଲ୍ୟବାନ ଧାତୁର କଣା ବା କ୍ଷୁଦ୍ର ଖଣ୍ଡ ସବୁ କୌଶଳରେ ଆଖି ଆଗରୁ ଚୋରି କରିବା ଚିରପ୍ରସିଦ୍ଧ; ସେଥାପାଇଁ ତାର ନାମ କଣାଦ।]
  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — ଚଟକପକ୍ଷୀ — Sparrow
  • ସଂ. ବି. (କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ) — [ଦ୍ର—ଏମାନେ ଶସ୍ୟକଣ ଖାଆନ୍ତି ବୋଲି ଏମାନଙ୍କର ଏପରି ନାମ ହୋଇଅଛି।]
  • ସଂ. ବିଣ. ପୁଂ — ସ୍ୱଳ୍ପଭୋଜି; ଅଳ୍ପାହାରୀ; ଚଢ଼େଇ ଆଧାରୀ — Abstemious; subsisting on a little food