କଟୀ Kaṭī
- ସଂ. ବି. ସ୍ତ୍ରୀ (କଟ=ହସ୍ତି ଗଣ୍ଡ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ହସ୍ତୀ — Elephant
- ସଂ. ବି. ସ୍ତ୍ରୀ (କଟ=ହସ୍ତି ଗଣ୍ଡ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ପିପ୍ପଳି — Long pepper
- ସଂ. ବି. ସ୍ତ୍ରୀ (କଟ=ହସ୍ତି ଗଣ୍ଡ+ଅଛି ଅର୍ଥରେ ଇନ୍; 1 ମା. 1 ବ) — (କଟ୍ ଧାତୁ+କର୍ମ. ଇ) ଶ୍ରୋଣୀ; ପିଚା — Hips; buttocks
- ସଂ. ବି. ସ୍ତ୍ରୀ (କଟ=ହସ୍ତି ଗଣ୍ଡ+ଅଛି ଅର୍ଥରେ ଇନ୍; 1 ମା. 1 ବ) — କଣ୍ଟି ନାମକ ଲତା — A thorny creeper
- ସଂ. ବି. ସ୍ତ୍ରୀ (କଟ=ହସ୍ତି ଗଣ୍ଡ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ହସ୍ତୀର ଗଣ୍ଡଦେଶ — Elephant's temples