କଟିତ୍ର Kaṭitr
- ସଂ. ବି.—(କଟି+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) — କଟିବସ୍ତ୍ର — The clothes covering the hips
- ସଂ. ବି.—(କଟି+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) — କମରବନ୍ଦ୍; କମରପଟି — Waist-belt
- ସଂ. ବି.—(କଟି+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) — କାଞ୍ଚି; ରସନା; ଅଣ୍ଟାସୂତା; ଚନ୍ଦ୍ରହାର; ଗୋଠ — Waist-chain; a girdle