କଟରା Kaṭarā

  • ଦେ. ବି (ସଂ. କଟୋରା) — ମୃଣ୍ମୟ ପାତ୍ରବିଶେଷ; ଖୁରି — Earthen vessel or cup
  • ଦେ. ବି (ସଂ. କଟୋରା) — କଂସା ବା ପିତଳର ଗିନା — A cup of brass or bell-metal