କଜ୍ଜ୍ୱଳ Kajjwaḻa

  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — ଆଖିରେ ଘେନିବା କଳା — Collyrium
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — କୃଷ୍ଣାଞ୍ଜନ — Black sulphide of mercury
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — ଦୀପ କଳା — Lamp-black
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — କାଳିମା; କୃଷ୍ଣବର୍ଣ୍ଣ — Black colour
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — କାଳି; ମସି — Black ink
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — ମେଘ — Cloud
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — କଳଙ୍କ — Taint; stain
  • ସଂ. ବି. (କୁ=କତ୍=କୁତ୍ସିତ+ଜ୍ୱଳ=ଅଗ୍ନିଶିଖା) — (କୁ+ଜଳ)—କୁତ୍ସିତ ଜଳ — Polluted water