କଜିଆ Kajiā
- ବୈଦେ. ବି. (ଆ. କଜିୟା; ତୁଳ. ସଂ. କାର୍ଯ୍ୟ=ବିବାଦ) — ଝଗଡ଼ା; କଳହ; ବାଗ୍ୟୁଦ୍ଧ; ବିବାଦ (ଏହା କଳି ସଙ୍ଗେ ସହଚରରୂପେ ବ୍ଯବହୃତ ହୁଏ; ଯଥା, କଳିକଜିଆ) — Wordy dispute; quarrel
- ବୈଦେ. ବି. (ଆ. କଜିୟା; ତୁଳ. ସଂ. କାର୍ଯ୍ୟ=ବିବାଦ) — ବାଟରେ ମତେ ହରବରିଆ, କରିବେ ଯେବେ କି କଜିଆ। ଭିକାରୀ, ଗୀତଲହରୀ।