କଛ Kachha

  • ଦେ. ବି. (ସଂ. କଚ୍ଛ) — କଚ୍ଛ (ଦେଖ) — Kachchha (See)
  • ଦେ. ବିଣ — କଚ୍ଛ (ଦେଖ) — Kachchha (See)
  • ଦେ. ବିଣ — ( 1 ) ସାତ୍ୟକି ବଳକୁ ତ ଡରି ପଳାଉଛ କି ରୂପେ ପାଣ୍ଡବେ ଯୁଝିବ ହୋଇ କଛ (=ସମକକ୍ଷ) କୃଷ୍ଣସିଂହ, ମହାଭାରତ, ଦ୍ରୋଣ। ( 2 ) ଭୁରୁ ବେନି କାମଧନୁକୁ ହେବ କଚ୍ଛ (=ତୁଳନୀୟ) କୃଷ୍ଣସଂହ. ମହାଭାରତ, ସଭା। — (1) ସାତ୍ୟକି ବଳକୁ ତ ଡରି ପଳାଉଛ କି ରୂପେ ପାଣ୍ଡବେ ଯୁଝିବ ହୋଇ କଛ (=ସମକକ୍ଷ) କୃଷ୍ଣସିଂହ, ମହାଭାରତ, ଦ୍ରୋଣ (2) ଭୁରୁ ବେନି କାମଧନୁକୁ ହେବ କଚ୍ଛ (=ତୁଳନୀୟ) କୃଷ୍ଣସଂହ. ମହାଭାରତ, ସଭା